36.1 C
Bhubaneswar
Thursday, March 5, 2026
Homeଓଡିଶାଆଇପିଏସ ପଣ୍ଡିତ ରାଜେଶଙ୍କ ନିଲମ୍ବନ ଅବଧି ବୃଦ୍ଧି

ଆଇପିଏସ ପଣ୍ଡିତ ରାଜେଶଙ୍କ ନିଲମ୍ବନ ଅବଧି ବୃଦ୍ଧି

ଭୁବନେଶ୍ୱର: ଆଇପିଏସ ପଣ୍ଡିତ ରାଜେଶଙ୍କ ନିଲମ୍ବନ ଅବଧିକୁ ବୃଦ୍ଧି କରାଯାଇଛି  ା ଆଉ ମାସେ ନିଲମ୍ବନ ଆଦେଶ ବଢାଇଲା ଗୃହ ମନ୍ତ୍ରାଳୟ । ମହିଳାଙ୍କୁ ଦୁର୍ବ୍ୟବହାର ନେଇ ନିଲମ୍ବନ ହୋଇଛନ୍ତି ପଣ୍ଡିତ ରାଜେଶ । ଗୃହ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଥିଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଏପ୍ରିଲ ୨୬ରେ ସରୁଥିଲା ନିଲମ୍ବନ  ଆଦେଶ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking