27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଭାରତକୁ ଲଗାତାର ନିବେଶ ଆସୁଛି: ମୋଦୀ

ଭାରତକୁ ଲଗାତାର ନିବେଶ ଆସୁଛି: ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀରେ ସେମିକନ ଇଣ୍ଡିଆ ସମ୍ମିଳନୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରର ବିକାଶ ପାଇଁ  ସେମିକଣ୍ଡକ୍ଟର ଜରୁରୀ କହିଲେ ମୋଦୀ । ଭାରତ ନିଶ୍ଚିତ ରୂପେ ତୃତୀୟ ବଡ ଅର୍ଥନୀତି ଦେଶ ହେବ । ଭାରତକୁ ଲଗାତାର ନିବେଶ ଆସୁଛି । ଟେଲିକମ, ରସାୟନ ଓ ପରିବହନ ଭଳି ସେମିକଣ୍ଡକ୍ଟର ଗୁରୁତ୍ୱପୂଣ୍ଣ । ସବୁ ବ୍ୟବହାର ଉପକରଣରେ ସେମିକଣ୍ଡକ୍ଟର ବ୍ୟବହାର ହେଉଛି । ସ୍ମାର୍ଟଫୋନ, କାର, ଟ୍ରେନ ଚିକିତ୍ସା ଉପକରଣରେ ଲାଗୁଛି ସେମିକଣ୍ଡକ୍ଟର ।  ଭବିଷ୍ୟତରେ ସେମିକଣ୍ଡକ୍ଟରର ଚାହିଦା ବଢିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking