ଭୁବନେଶ୍ୱର : ଆରଆଇ , ଅମିନଙ୍କୁ ମିଳିବ ଲାପଟପ । ଏନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଲାପଟପ ପାଇଁ ୪୦୦୦ କୋଟିର ପୁଞ୍ଜିନିବେଶ କରାଯାଇଛି । ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ମାଲକାନଗିରିରେ ହେବ ପୁଞ୍ଜିନିବେଶ । ସିମେଣ୍ଟ କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ । ୨୦୦୦ ଯୁବକ , ଯୁବତୀଙ୍କୁ ନିଯୁକ୍ତି ମଳିବ । ମୋଟୁରୁ ମୟୁରଭଞ୍ଜର ତିରିଂ ଯାଏଁ ହେବ ୬ ଲେନ । ଖୁବଶୀଘ୍ର ହେବ ରେଳ ପାଇଁ ଜମି ଅଧିଗ୍ରହଣ । କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତିି ।