ଭୁବନେଶ୍ୱର: ଦିଲ୍ଲୀରେ ଦ୍ୱିତୀୟ ଦିନରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଓଡିଶା ପାଇଁ ୧ ଲକ୍ଷ ୩୦୯୦ କୋଟିର ନିବେଶ ପ୍ରସ୍ତାବ । ଦସ୍ୱବ ଦିନରେ ମୋଟ୍ ୧୩ଟି ଏମଓୟୁ ସ୍ୱାକ୍ଷର ହୋଇଛି । ଏହି ନିବେଶ ଯୋଗୁଁ ୯୫ ହଜାର ୯୧୫ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ । ଆଇଓସିଏଲ ସହ ରାଜ୍ୟ ସରକାରଙ୍କ ଏମଓୟୁ । ଡୁଆଲ ଫିଡ୍ ନାଫଟା କ୍ରାକର ପ୍ରକଳ୍ପ ନେଇ ଏମଓୟୁ । ଏହି ପ୍ରକଳ୍ପ ଯୋଗୁଁ ୨୪ ହଜାର ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ।