17.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶଅସଲାମକୁ ନେଇ ତଦନ୍ତ ଚାଲିଛି: ପିନାକ ମିଶ୍ର

ଅସଲାମକୁ ନେଇ ତଦନ୍ତ ଚାଲିଛି: ପିନାକ ମିଶ୍ର

ନୂଆଦିଲ୍ଲୀ: ବୈୟାଳିଶ ମୌଜା ବନ୍ଧୁକ କାରବାର ପଛରେ ମୁଙ୍ଗେର ଗ୍ୟାଙ୍ଗଷ୍ଟାର । ମୁଙ୍ଗେରରୁ  ବନ୍ଧା  ହେଲା ଗ୍ୟାଙ୍ଗଷ୍ଟାର  ମହମ୍ମଦ  ଅସଲାମ । ବିଭିନ୍ନ ରାଜ୍ୟକୁ  ବନ୍ଧୁକ ପଠାଏ କରେ ଗ୍ୟାଙ୍ଗଷ୍ଟାର । ଓଡିଶା, ଆସାମ , ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାରରେ ବନ୍ଧୁକ କାରବାର କରୁଥିଲା । ଟଙ୍କା ଅଗ୍ରିମ ଆକାରରେ  ନିଏ, ନିର୍ଧାରିତ ସମୟରେ ବନ୍ଧୁକ ପହଞ୍ଚାଏ । ବିଭିନ୍ନ ମାଫିଆ, କଣ୍ଟ୍ରାକ୍ଟ କିଲରଙ୍କ ଠାରୁ ନେଇଛି ଟଙ୍କା । ମହମ୍ମଦ ଅସଲାମର କଳା ସାମ୍ରାଜ୍ୟର ତଥ୍ୟ  ପାଇଛି କ୍ରାଇମବ୍ରାଞ୍ଚ ।  ଅନ୍ୟପଟେ ଏସଟିଏଫ ଡିଆଇଜି ପିନାକ ମିଶ୍ର ସୂଚନା ଦେିଛନ୍ତି, ଅସଲମକୁ ନେଇ ତଦନ୍ତ ଚାଲିଛି । ପରିତ୍ୟକ୍ତ ଜାଗାରେ  ବନ୍ଧୁକ ରଖିଥିଲା ଗ୍ୟାଙ୍ଗଷ୍ଟାର ମହମ୍ମଦ ଅସଲାମ ।  ଦେଶୀ ବନ୍ଧୁକ ତିଆରି କରୁଥିଲା । ୩ଟି ମାମଲା ଅସଲମ ନାଁରେ ରହିଛି ।  କୋଲକାତା , ବିହାରରେ ମାମଲା ରହିଛି ।  ଅର୍ଥ କାରବାର ନେଇ ତଦନ୍ତ ହୋଇଛି ।  ବିଭିନ୍ନ ଲୋକ ତଦନ୍ତ ପରିସରଭୁକ୍ତ । ଗଞ୍ଜାମରୁ ମିଳୁଥିବା ବନ୍ଧୁକ ସହ ସଂଯୋଗ ଅଥି କି ନାହିଁ ତଦନ୍ତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking