ପୁରୀ: ମାସେ ଭିତରେ ସରିବ ତଦନ୍ତ ପ୍ରକ୍ରିୟା କହିଲେ ଆଇନମନ୍ତ୍ରୀ । ଶରଧାବାଲି ଦଳାଚକଟା ନେଇ ଆଇନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । କହିଲେ ମହାପ୍ରଭୁଙ୍କ ନୀତି ଠିକ ଢଙ୍ଗରେ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।