28.1 C
Bhubaneswar
Monday, May 19, 2025
Homeଓଡିଶା୪ଟି ଦିଗ ଉପରେ ତଦନ୍ତ: ପୃଥ୍ୱୀରାଜ

୪ଟି ଦିଗ ଉପରେ ତଦନ୍ତ: ପୃଥ୍ୱୀରାଜ

ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ଘୋଷଣା ବିବାଦରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଶ୍ରୀମନ୍ଦିର ପ୍ରଶାସନକୁ ୪ଟି ଦିଗ ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଡାକି ପଚରାଉଚରା କରାଯାଇଛି । ବାହାରେ ହେଉଥବା ଜଗନ୍ନାଥ ମନ୍ଦିରକୁ ଅତିଥି ଭାବେ ଯାଇପାରିବେ । ସେଠାରେ ଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେନି । ଯିଏ ଖିଲାପ କରିବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking