25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଇଣ୍ଟରନେଟରେ 'ଫେଲ୍ଡ ମାର୍ଶାଲ' କହି ଟ୍ରୋଲ୍‌ ହେଉଛନ୍ତି ଅସୀମ ମୁନୀର

ଇଣ୍ଟରନେଟରେ ‘ଫେଲ୍ଡ ମାର୍ଶାଲ’ କହି ଟ୍ରୋଲ୍‌ ହେଉଛନ୍ତି ଅସୀମ ମୁନୀର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଜେନେରାଲ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଭାବରେ ପଦୋନ୍ନତି । ତାଙ୍କ ପଦୋନ୍ନତି ପରଠାରୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମିମ୍ ଏବଂ ବ୍ୟଙ୍ଗାତ୍ମକ ମନ୍ତବ୍ୟରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି। ଲେଖକ ତିଲକ ଦେବାଶର ଏକ୍ସରେ ଲେଖିଛନ୍ତି, “ଅସିମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦୋନ୍ନତି କରିବା ଆଶ୍ଚର୍ଯ୍ୟଜନକ। ସାଧାରଣତଃ ସାମରିକ ବିଜୟ ପରେ ଫିଲ୍ଡ ମାର୍ଶାଲ ପଦବୀ ପ୍ରଦାନ କରାଯାଏ। ଏହା ହୁଏତ ପ୍ରଥମ ଥର ହେବ ଯେ ପରାଜୟ ପରେ ଏହି ପଦବୀ ପ୍ରଦାନ କରାଯାଇଛି! କିନ୍ତୁ ଏହା #ପାକିସ୍ତାନ! ପରାଜୟକୁ ଲୁଚାଇବା ପାଇଁ କରାଯାଇଛି ଏହି ପଦୋନ୍ନତି ।”

ଅସୀମ ମୁନୀରଙ୍କ ସହ ଜଡିତ ଆଉ କିଛି ମିମ୍ସ:

ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱରେ କ୍ୟାବିନେଟ୍ ତାଙ୍କର ପଦୋନ୍ନତିକୁ ଗ୍ରହଣ କରିଛି। ଅପରେସନ୍ ସିନ୍ଦୁର ସମୟରେ ଭାରତ ଆକ୍ରମଣ ଫଳରେ ଦେଶ ସାମରିକ କ୍ଷତି ଏବଂ ମୃତାହତ ହେବାର କିଛି ଦିନ ପରେ ଏହି ପଦୋନ୍ନତି ହୋଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking