ଭୁବନେଶ୍ୱର: ସାରା ବିଶ୍ୱ ଆଜି ଶ୍ରମିକ ଦିବସ ପାଳନ କରୁଛି । ଏହି ଅବସରରେ ସି.ପି.ଆଇ.(ଏମ୍) ରାଜ୍ୟ ଦପ୍ତରରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଶିଷ୍ଟ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ଦାସଲାଲ୍ ପତାକା ଉତ୍ତୋଳନ କରିଥିଲେ । ପରେ ସହୀଦ ବେଦୀରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାଲ୍ୟାର୍ପଣ କଲାପରେ ଜାତୀୟ-ଆନ୍ତର୍ଜାତୀୟସ୍ତରରେ ଶ୍ରମଜୀବୀ ଜନଗଣଙ୍କ ଉପରେ ହେଉଥିବା ଆକ୍ରମଣ କିଭଳି ତୀବ୍ରରୁ ତୀବ୍ରତର ହେଉଛି ତାହା ବର୍ଣ୍ଣନା କରିଥିଲେ ।
ପାଲେଷ୍ଟାଇନ୍ଉପରେଇସ୍ରାଏଲ୍ର ନରସଂହାର ଅବସାନ ଓ ଋଷ୍ୟୁକ୍ରେନ୍ ଯୁଦ୍ଧ ଯଥାଶୀଘ୍ର ବନ୍ଦ କରିଶାନ୍ତିଫେରାଇ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ଆମ ଦେଶର ନରେନ୍ଦ୍ରମୋଦି ସରକାର ୪୪ଟି ଶ୍ରମିକ ଆଇନ୍କୁବାତିଲକରି ୪ଟି ଶ୍ରମକୋଡ଼ରେ ପରିଣତକରିଶ୍ରମିକମାନଙ୍କ ନାର୍ଯ୍ୟ ଅଧିକାରକୁଛଡ଼ାଇନେଇ ପୁଞ୍ଜିପତିଙ୍କସ୍ୱାର୍ଥ ରକ୍ଷାକରିବା ପ୍ରୟାସକୁ ଦୃଢ଼ଭାବରେବିରୋଧ କରିସମସ୍ତଶ୍ରମଜୀବୀଗନଗଣଙ୍କୁଐକ୍ୟବଦ୍ଧ କରିବା ଓ ଧର୍ମ, ଜାତି ନାଁରେସାଂପ୍ରଦାୟିକଶକ୍ତିମାନଙ୍କବିରୁଦ୍ଧରେ ଏକ ହୋଇ ଆସନ୍ତାମେ, ୨୦,୨୦୨୫ ସର୍ବଭାରତୀୟସାଧାରଣ ଧର୍ମଘଟକୁସଫଳକରିବା ପାଇଁ ଆହ୍ୱାନ ଦେଇଥିଲେ ।
ଜମ୍ମୁକାଶ୍ମୀରର ପହଲଗାମ୍ଠାରେ ଆତଙ୍କବାଦୀ ମାନଙ୍କ ଆକ୍ରମଣରେମୃତ୍ୟୁବରଣକରିଥିବା ୨୮ଜଣଙ୍କ ମୃତ୍ୟୁରେଗଭୀରଶୋକପ୍ରକାଶକରିବାସହିତ ଆତଙ୍କବାଦୀଙ୍କବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନେବା ପାଇଁକହି ଥିଲେ । ଏହିକାର୍ଯ୍ୟକ୍ରମରେସି.ପି.ଆଇ.(ଏମ୍) ରାଜ୍ୟସମ୍ପାଦକମଣ୍ଡଳୀ ସଦସ୍ୟ ଯମେଶ୍ୱରସାମନ୍ତରାୟ, ରାଜ୍ୟକମିଟିସଭ୍ୟାତାପସୀ ପ୍ରହରାଜ, ସିଆଇଟିୟୁରରମେଶଜେନା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସତ୍ୟାନନ୍ଦ ବେହେରା, କର୍ମଚାରୀନେତାଏକାଦଶୀବେହେରା, ରାମଚନ୍ଦ୍ର ପଣ୍ଡା, ବରିଷ୍ଠକୃଷକନେତା ଅଭିରାମବେହେରା, ମୀନା ପ୍ରଧାନ, ଯୁବଫେଡ଼େରେସନ ରାଜ୍ୟସମ୍ପାଦକ ଯତୀନ୍ମହାନ୍ତି, ଆଦିବାସୀନେତା ଚାମ୍ବରୁସୋରେନ ଓ ଅନ୍ୟମାନେ ଯୋଗ ଦେଇଥିଲେ ।