ନୂଆଦିଲ୍ଲୀ : ଆଶାରାମ ବାପୁଙ୍କୁ ଆଶ୍ୱସ୍ତି ମିଳିଛି । ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ମିଳିଛି । ସ୍ୱାସ୍ଥ୍ୟଗତ କାରଣର ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ମିଳିଛି । ଜାମିିନ ସମୟରେ ପୋଲିସ ମୁତୟନ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ମିଳିଛି । ମାର୍ଚ୍ଚ ୩୧ ଯାଏଁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମ କୋର୍ଟ । ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ ସଜା କାଟୁଛନ୍ତି ଆଶାରାମ ବାପୁ । ତାଙ୍କର କୌଣସି ପ୍ରଶଂସକ କିମ୍ବା ସହେଯାଗୀଙ୍କ ସହ ଭେଟିବେ ନାହିଁ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି ।