29.1 C
Bhubaneswar
Tuesday, July 2, 2024
Homeଓଡିଶାଓଡ଼ିଶାର ସ୍ୱାର୍ଥକୁ ନେଇ ସାଲିସ କରାଯିବ ନାହିଁ : ପ୍ରସନ୍ନ ଆଚାର୍ଯ୍ୟ

ଓଡ଼ିଶାର ସ୍ୱାର୍ଥକୁ ନେଇ ସାଲିସ କରାଯିବ ନାହିଁ : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର : ବିଧାନସଭାରେ ଓଡ଼ିଶାର ସ୍ୱାର୍ଥକୁ ନେଇ ସାଲିସ କରାଯିବ ନାହିଁ କହିଲା ବିଜେଡି ।  ଦିଲ୍ଲୀରେ ବିଜେଡି ସବୁବେଳେ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଆସୁଥିଲା । ଓଡ଼ିଶାର ସ୍ୱାର୍ଥ ବାଧାପ୍ରାପ୍ତ ହେଲେ ଆମେ ବିରୋଧ କରୁ । ବିଧାନସଭାରେ ଓଡ଼ିଶାର ସ୍ୱାର୍ଥକୁ ସାଲିସ କରାଯିବ ନାହିଁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଅନ୍ୟପକ୍ଷରେ ଏବେ ନିଟ ପରୀକ୍ଷା ଅବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବିଜେଡି ସବୁବେଳେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking