29.1 C
Bhubaneswar
Monday, February 2, 2026
Homeଓଡିଶାଆଇଏଫଏସ ସ୍ତରରେ ଅଦଳବଦଳ

ଆଇଏଫଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇଏଫଏସ ସ୍ତରରେ ଅଦଳବଦଳ । ଆଇଏଫଏସ ସନତ କୁମାର ଏନ- ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ । ପୂର୍ବରୁ ଉପନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ ସନତ କୁମାର ଏନ। ନିର୍ଦ୍ଦେଶକ ଥିବା ମନୋଜ ଭି. ନାୟରଙ୍କୁ ଏସପିସିବି ମେମ୍ବର ସେକ୍ରେଟାରୀ ଦାୟିତ୍ୱ ମିଳିଛି । ଏଥିସହ ମନୋଜ ଭି. ନାୟରଙ୍କୁ ବନ୍ୟପ୍ରାଣୀ ଅତିରିକ୍ତ ପିସିସିଏଫ ଦାୟିତ୍ୱ ମିଳିଛି । ସିଏଏମପିଏ ସିଇଓ ଜି. ରାଜେଶଙ୍କୁ ଓଏଫଏସଡିପିର ପିଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking