28.1 C
Bhubaneswar
Tuesday, June 17, 2025
Homeଦେଶ ବିଦେଶଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା: ଡିଜିପି

ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା: ଡିଜିପି

ଭୁବନେଶ୍ୱର: ରଥଯାତ୍ରାରେ ସୁରକ୍ଷା ନେଇ ବଡ ବୈଠକ ଆଜି ବସିଥିଲା । ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଡିଜିପି କ୍ୟାମ୍ପ ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ହୋଇଥିଲା । ବୈଠକରେ ରଥଯାତ୍ରା ପରିଚାଳନା, ସୁରକ୍ଷା, ଟ୍ରାଫିକ ପରିଚାଳନା ନେଇ ଆଲୋଚନା କରାଯାଇଥିଲା । ଭିଡ ନିୟନ୍ତ୍ରଣ ନେଇ ଡିଜିପି ୱାଇ ବି ଖୁରାନିଆ ବିସ୍ତୃତ ଆଲୋଚନା କରିଥିଲେ । ବୈଠକ ସରିବା ପରେ ଶୃଙ୍ଖଳିତ ରଥଯାତ୍ରା ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ସୂଚନା । କହିଲେ ସୁରକ୍ଷାକୁ ନେଇ ସବୁ ବିଭାଗ ସହ ଆଲୋଚନା ସରିଛି ।  ଟାଉନ ଥାନାରେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋ ରୁନ ରହିବ । ଏଆଇ ନଜରରେ ପୁରୀ ସହର ରହିବ । ଉତ୍ତରା ଛକରୁ ଆରମ୍ଭ ପୁରୀ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ । କୋଣାର୍କ ପଟରୁ ମଧ୍ୟ ପୁରୀ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ । ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ଜରିଆରେ ଭିଡ ନିୟନ୍ତ୍ରଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking