ଭୁବନେଶ୍ୱର: ଓଟିଇଟି ପ୍ରଶ୍ମପତ୍ର ଭାଇରାଲ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯେଉଁମାନେ ସାମିଲ ଥିଲେ ତାଙ୍କୁ ଗିରଫ କରାଯାଇଛି । ଆଗାମୀ ଦିନରେ ସ୍ୱଚ୍ଛତା ସହ ପରୀକ୍ଷା ହେବ । ତାକୁ ଗୁରୁତ୍ୱ ଦିଆଯାଉଛି । ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରିବୁ । ଶିକ୍ଷକ ସମାଜ ପ୍ରତି ଅନ୍ୟାୟ ହୋଇଛି । ଏନସିଟି ଗାଇଡଲାଇନ ଅନୁସାରେ ପରୀକ୍ଷା ହେଉଛି ।










