18.1 C
Bhubaneswar
Monday, February 9, 2026
Homeଓଡିଶାଗ୍ରାମରେ ଆତଙ୍କ ଖେଳାଇଛି ଆହତ ଦନ୍ତା 

ଗ୍ରାମରେ ଆତଙ୍କ ଖେଳାଇଛି ଆହତ ଦନ୍ତା 

ଭୁବନେଶ୍ୱର :ବନ୍ତଳା ବନଖଣ୍ଡ ପୋକତୁଙ୍ଗା ଗ୍ରାମରେ ଆତଙ୍କ ଖେଳାଇଛି ଆହତ ଦନ୍ତା  । ଶନିବାର ଠାରୁ ଗାଁ ମଝିରେ ପଶି ଲୋକଙ୍କୁ ଗୋଡାଉଛି । ଧାନ ଫସଲ ନଷ୍ଟ କରୁଛି । ପୋକତୁଙ୍ଗା ସହ  ମାଣପୁର,ମଧୁପୁର ଶଙ୍ଖପୁର ଗ୍ରାମ ଭିତରେ ପଶି ଆତଙ୍କ ଖେଳାଉଛି । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ ଦନ୍ତାର ଗୋଡରେ ଏକ ବଡ କ୍ଷତ ଦେଖିବାକୁ ମିଳିଛି । ତେବେ ଏହା ପଛର କାରଣ ଗୁଳିମାଡ଼ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ଦନ୍ତାକୁ ଆୟତ କରିବାକୁ ବନ ବିଭାଗ ଏବେ ସୁଦ୍ଧା ସଫଳ ହୋଇପାରିନି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking