25.1 C
Bhubaneswar
Saturday, March 21, 2026
Homeଓଡିଶାରେଳଧାରଣାରୁ କ୍ଷତାକ୍ତ ମୃତଦେହ ଉଦ୍ଧାର

ରେଳଧାରଣାରୁ କ୍ଷତାକ୍ତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରେଳଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ରେଳଧାରଣାରେ ପଡ଼ିଛି ଅଜଣା ଅଚିହ୍ନା ମୃତଦେହ। ବାଣୀବିହାର ରେଲୱେ ଷ୍ଟେସନ ନିକଟରେ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି। ଷ୍ଟେସନ ପାଖ ରେଳଧାରଣା କଡ଼ରେ ଜଣେ ବ୍ୟକ୍ତିଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ। ସାରା ଦେହରେ କ୍ଷତ ଚିହ୍ନ ଥିବାରୁ ସନ୍ଦେହ ବଢିବାରେ ଲାଗିଛି। ତେବେ ଏ ନେଇ କୌଣସି ସଠିକ ସୂଚନା ମିଳି ପାରିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking