ଭୁବନେଶ୍ୱର: ପିଏମ ଆବାସ ଯୋଜନାକୁ ନେଇ ବଡ ଖବର । ଯୋଜନାରୁ ବାଦ ପଡିବେ ଅଯୋଗ୍ୟ ହିତାଧିକାରୀ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ । କେବଳ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପିଏମ ଆବାସ । ଏ ନେଇ ଆଜି ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ।