24.1 C
Bhubaneswar
Friday, March 20, 2026
Homeଓଡିଶାବ୍ୟକ୍ତିଗତ ପରୀକ୍ଷାର୍ଥୀ ଦ୍ୱନ୍ଦ: ସିବିଏସଇର ନୋଟିସ୍‌

ବ୍ୟକ୍ତିଗତ ପରୀକ୍ଷାର୍ଥୀ ଦ୍ୱନ୍ଦ: ସିବିଏସଇର ନୋଟିସ୍‌

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସିବିଏସଇ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଅନୁଯାୟୀ, ପରୀକ୍ଷା ଦେବା ଯୋଗ୍ୟ ହେବାକୁ ଛାତ୍ରଛାତ୍ରୀଙ୍କୁ ୨ ବର୍ଷ ପଢିବା ଆବଶ୍ୟକ । ଦଶମ ପାଇଁ ନବମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଏକାଦଶ ପଢିବା ବାଧ୍ୟତାମୂଳକ । ଛାତ୍ର ସ୍କୁଲ୍‌ରେ ଅନୁପସ୍ଥିତ ଥିଲେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯାଇପାରିବା ନାହିଁ । ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ଅନୁପସ୍ଥିତିରେ ରେଜଲ୍ଟ ଘୋଷଣା ମନା । ଦଶମରେ ୨ଟି ଓ ଦ୍ବାଦଶରେ ଗୋଟିଏ ଅତିରିକ୍ତ ବିଷୟ ପ୍ରଦାନ କରାଯାଇପାରେ। ସିବିଏସଇ ଠାରୁ ସ୍କୁଲ୍‌ ଅନୁମତି ନ ନେଇଥିଲେ ଛାତ୍ରଙ୍କୁ ଅତିରିକ୍ତ ବିଷୟ ମିଳିବନି। ବ୍ୟକ୍ତିଗତ ପରୀକ୍ଷାର୍ଥୀ ଭାବେ ପରୀକ୍ଷା ଦେବା ନେଇ ସିବିଏସଇର ସ୍ପଷ୍ଟୀକରଣ। ଯଦି କୌଣସି ନିୟମିତ ଛାତ୍ର ପୂର୍ବ ବର୍ଷରେ ଅତିରିକ୍ତ ବିଷୟ ନେଇ “କମ୍ପାର୍ଟମେଣ୍ଟ” କିମ୍ବା “ଏସଏନସିଆଲ ରିପିଟ” ଶ୍ରେଣୀରେ ଥାଏ ଅନୁମତି। ସର୍ତ୍ତ ପୂରଣ ନ କଲେ ବ୍ୟକ୍ତିଗତ ପରୀକ୍ଷାର୍ଥୀ ଭାବେ ଅତିରିକ୍ତ ବିଷୟରେ ପରୀକ୍ଷା ମନା କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking