ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ୱାଟର ଷ୍ଟ୍ରାଇକ । ଏୟାର ଷ୍ଟ୍ରାଇକ ପରେ ୱାଟର ଷ୍ଟ୍ରାଇକ କଲା ଭାରତ । ଚେନାବ ନଦୀ ଉପରେ ଡ୍ୟାମ ଗେଟ୍ ଖୋଲିଲା ଭାରତ । ବିନା ସୂଚନାରେ ଅଚାନକ ଡ୍ୟାମ ଗେଟ ଖୋଲିଲା ଭାରତ । ରାମବନ ଚେନାବ ନଦୀ ବାଗ୍ଲିହର ଡ୍ୟାମ ଗେଟ ଖୋଲିଲା ଭାରତ । ଏକାବେଳେ ୫ଟି ଗେଟ ଖୋଲିବାରୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ଦେଖା ଦେଇଛି ।