31.1 C
Bhubaneswar
Saturday, March 7, 2026
Homeଓଡିଶାଭାରତର ଉତଥାନ ଭାରତୀୟଙ୍କ ପାଇଁ: ଜୟଶଙ୍କର

ଭାରତର ଉତଥାନ ଭାରତୀୟଙ୍କ ପାଇଁ: ଜୟଶଙ୍କର

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇ ରଖୁଛନ୍ତି ମନ୍ତବ୍ୟରେ ଭୂ ରାଜନୀତି ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ବିଶ୍ୱ ନେତାଙ୍କ ଆଲୋଚନା । ଭାରତ ମହାସାଗରକୁ ନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବଡ ମନ୍ତବ୍ୟ ଦେଇଛନ୍ତି । କାହିଁକି ଏକ ଦେଶ ନାମରେ ନାମିତ ହୋଇଛି କହି ଅଭିଭାଷଣ ରଖିଲେ । କାରଣ ଭାରତ ମହାସାଗରରେ ମଝିରେ ରହିଛି ଆମ ଭୂଖଣ୍ଡ । ଆମର ଅଭିବୃଦ୍ଧି ସହ ଭାରତର ମହାସାଗରରୁ ଅନ୍ୟ ରାଷ୍ଟ୍ର ମଧ୍ୟ ଉପକୃତ ଅଛନ୍ତିା ଯେଉଁମାନେ ଆମେ ସହ କାମ କରୁଛନ୍ତି, ବେଶୀ ଫାଇଦା ନେଉଛନ୍ତି । ଭାରତର ଉତଥାନ କେବଳ ଭାରତର ଶକ୍ତି ଦ୍ୱାରା ହିଁ ସମ୍ଭବ । ଅନ୍ୟମାନଙ୍କ ଭୁଲ ଓ ଦୁର୍ବଳତା ପାଇଁ ଆମର ଉତଥାନ ନୁହେଁ । ପାଶ୍ଚାତ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପରୋକ୍ଷରେ ଟାର୍ଗେଟ ମଧ୍ୟ କରିଛନ୍ତି । ଗ୍ଲୋବାଲ ସାଉଥରେ ଅଗଣତାନ୍ତ୍ରିକ ଶକ୍ତିକୁ ପଶ୍ଚାତ୍ୟ ରାଷ୍ଟ୍ର ପ୍ରମୋଟ କରୁଛି । ଏପରି ବ୍ୟବସ୍ଥାକୁ ଆପଣ ଘରେ ଆପଣାଇ ପାରନ୍ତି, ମାତ୍ର ବାହାରେ ନୁହୋ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking