20.1 C
Bhubaneswar
Friday, December 26, 2025
Homeଓଡିଶାଆସନ୍ତାକାଲି ଓଡିଶା ଆସୁଛନ୍ତି ଇସିଆଇ

ଆସନ୍ତାକାଲି ଓଡିଶା ଆସୁଛନ୍ତି ଇସିଆଇ

ନୂଆଦିଲ୍ଲୀ: ଆସନ୍ତାକାଲି ଓଡିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଇସିଆଇ ଜ୍ଞାନେଶ କୁମାର । ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ ପରେ କୋଣାର୍କ ଯିବେ ଇସିଆଇ । ୨୮ତାରିଖରେ ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ୱର ମନ୍ଦିର ବୁଲିବେ । ୨୯ରେ ଓୟୁଏଟିରେ  ବୁଥସ୍ତରୀୟ ଅଧିକାରୀଙ୍କୁ ସମ୍ବୋଧନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking