29.1 C
Bhubaneswar
Sunday, March 16, 2025
Homeଦେଶ ବିଦେଶୟୁଏସଏରୁ ଫେରିଲେ ଭାରତୀୟ ଛାତ୍ରୀ

ୟୁଏସଏରୁ ଫେରିଲେ ଭାରତୀୟ ଛାତ୍ରୀ

ନୂଆଦିଲ୍ଲୀ : ଆମେରିକାରୁ ଫେରିଲେ ପିଏଚଡି କରୁଥିବା ଭାରତୀୟ ଛାତ୍ରୀ । ପିଏଚଡି କରୁଥିବା ରଂଜାନୀ ଶ୍ରୀନିବାସ ଅଧାରୁ ଭାରତ ଫେରିଲେ । କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପିଏଚଡି ଅଧ୍ୟୟନ କରୁଥିଲେ । ପାଲେଷ୍‌ଟାଇନକୁ ସମର୍ଥନ କରୁଥିବା କାଯ୍ୟକ୍ରମରେ ଭାଗ ନେଇଥିଲେ । ଫଳରେ ରଂଜାନୀଙ୍କୁ ଆତଙ୍କୀ ସମର୍ଥକ ଘୋଷଣା କରିଥିଲା ଆମେରିକା । ରଂଜାନୀଙ୍କୁ ଏଫ- ୱାନ ଷ୍ଟୁଡେଣ୍ଟ ଭିସା ବାତିଲ  କରିଥିଲା ଷ୍ଟେଟ ଡିପାର୍ଟମେଣ୍ଟ । ଏଫ-ୱାନ ଷ୍ଟୁଡେଣ୍ଟ ଭିସା ବାତିଲ ହେବାରୁ ସ୍ୱଦେଶ ଫେରିଲେ ରଂଜାନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking