17.1 C
Bhubaneswar
Wednesday, February 4, 2026
Homeଖେଳଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଦଳ ଖୁବ୍ ଶୀଘ୍ର ପୁଣିଥରେ ଟେଷ୍ଟ ପାଇଁ ମଇଦାନକୁ ଓହ୍ଲାଇବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି। ରିଷଭ ପନ୍ତ ଉପ-ଅଧିନାୟକ ଭାବରେ ଦଳକୁ ଫେରିଛନ୍ତି। ଏହା ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରରେ ଭାରତର ତୃତୀୟ ଟେଷ୍ଟ ସିରିଜ୍ ହେବ। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହି ଦଳରେ କେଉଁ ଖେଳାଳିଙ୍କୁ ସାମିଲ କରାଯାଇଛି ଏବଂ ପନ୍ତଙ୍କ ସ୍ଥାନରେ କାହାକୁ ବାଦ୍ ଦିଆଯାଇଛି ତାହା ଜାଣନ୍ତୁ। ବୁଧବାର ଦିନ ବିସିସିଆଇ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଦଳ ଘୋଷଣା କରିଛି। 

ଭାରତର ଟେଷ୍ଟ ଦଳ

ଶୁଭମାନ ଗିଲ (ଅଧିନାୟକ), ରିଷଭ ପନ୍ତ (ୱିକେଟ୍ ରକ୍ଷକ, ଉପ-ଅଧିନାୟକ), ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକଲ, ଧ୍ରୁଭ ଜୁରେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମ୍ରା , ଅକ୍ଷାର ପଟେଲ, ନୀତୀଶ କୁମାର ରେଡ୍ଡୀ

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟେଷ୍ଟ ସୂଚୀ

  • ପ୍ରଥମ ଟେଷ୍ଟ – ନଭେମ୍ବର ୧୪-୧୮, ସକାଳ ୯:୩୦ (ଇଡେନ୍ ଗାର୍ଡେନ୍ସ)
  • ଦ୍ୱିତୀୟ ଟେଷ୍ଟ – ନଭେମ୍ବର ୨୨ ରୁ ୨୬, ସକାଳ ୯:୩୦ ରୁ (ଆସାମ କ୍ରିକେଟ ଆସୋସିଏସନ)
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking