26.1 C
Bhubaneswar
Monday, March 23, 2026
Homeଦେଶ ବିଦେଶବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ହକି ଦଳ,ପଦକ ଆଶା ବଢାଇଲେ ଭାରତୀୟ ମହିଳା ସୁଟର...

ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ହକି ଦଳ,ପଦକ ଆଶା ବଢାଇଲେ ଭାରତୀୟ ମହିଳା ସୁଟର ମନୁ ଭକର

ନୂଆଦିଲ୍ଲୀ : ଦେଶର ମହିଳା ସୁଟର ମନୁ ଭକର ଆଜି ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ମନୁ ଭାକର ପଦକ ଆଣିପାରନ୍ତି। ମନୁ ଭାକର ମହିଳା ବର୍ଗରେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି, ଯେଉଁଠାରେ ଆଜି ତାଙ୍କୁ ଫାଇନାଲ ମ୍ୟାଚରେ ତାଙ୍କ ଚ୍ୟାଲେଞ୍ଜ ଉପସ୍ଥାପନ କରୁଥିବା ଦେଖିବାକୁ ମିଳିବ। ତେବେ ପ୍ୟାରିସ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ହକି ଦଳ। ଫାଇନାଲରେ ପ୍ରବେଶ କରିବା ସହିତ ପଦକ ଆଶା ବଢାଇଲେ ଭାରତୀୟ ମହିଳା ସୁଟର ମନୁ ଭକର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking