28.1 C
Bhubaneswar
Thursday, September 19, 2024
Homeଖେଳଭାରତ ଜିତିଲା ଏସିଆନ୍ ଚମ୍ପିଆନ୍ସ ଟ୍ରପି

ଭାରତ ଜିତିଲା ଏସିଆନ୍ ଚମ୍ପିଆନ୍ସ ଟ୍ରପି

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସ ଏସିଆନ୍ ଚମ୍ପିଆନ୍ସ ଟ୍ରପିରେ ଟିମ ଇଣ୍ଡିଆର ରେକର୍ଡ । ଫାଇନାଲରେ ଆୟୋଜକ ଚୀନକୁ ହରାଇ ପାଲଟିଛି ଚମ୍ପିଆନ୍ । ଟୁର୍ଣ୍ଣାମେଣ୍ଟରେ ଡ୍ରାଗନକୁ ୧-୦ରେ ପରାସ୍ତ କରି ଭାରତ ପଞ୍ଚମ ଥର ପାଇଁ ଏହି ଟାଇଟଲ ନିଜ ନାମରେ କରିବାରେ ସଫଳ ହୋଇଛି । ଫାଇନାଲ ମ୍ୟାଚରେ ଉଭୟ ଦଳ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଥିବା ବେଳେ ଶେଷରେ ବିଜୟ ମୁକୁଟ ପିନ୍ଧିଛି ଭାରତୀୟ ହକି ଟିମ୍ । ମ୍ୟାଚ୍ ଶେଷ ସମୟ ପର୍ଯ୍ୟନ୍ତ ୦-୦ରେ ବରାବର ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଗୋଲ୍ କରି ଭାରତ ଫାଇନାଲ ମ୍ୟାଚ୍ ସହ ଟ୍ରଫି ନିଜ ନାମରେ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking