18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶ୧୫୦ ରନ୍‌ରେ ଜିତିଲା ଭାରତ

୧୫୦ ରନ୍‌ରେ ଜିତିଲା ଭାରତ

ମୁମ୍ବାଇ: ଯୁବ ଖେଳାଳି ଅଭିଷେକ ଶର୍ମା ବ୍ୟାଟିଂ ଝଡ଼ ସୃଷ୍ଟି କରିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମାତ୍ର ୩୭ ବଲ୍‌ରୁ ଶତକ ପୂର୍ଣ୍ଣ କରି ଭାରତର ଦ୍ବିତୀୟ ଦ୍ରୁତତମ ରେକର୍ଡ କରିଛନ୍ତି। ମାତ୍ର ୫୪ ବଲ୍‌ରୁ ୧୩୫ ରନ୍‌ର ଛକା ବର୍ଷା ପାଳି ଖେଳିଛନ୍ତି ଏହି ୨୪ ବର୍ଷୀୟ ଡାହାଣହାତୀ ବ୍ୟାଟର୍‌। ଏଥି ସହିତ ଅଭିଷେକ ମଧ୍ୟ ନିଜ ପଞ୍ଜାବୀ ସାଥୀ ଶୁବମନ ଗିଲ୍‌ଙ୍କ ନାମରେ ଥିବା ସର୍ବୋଚ୍ଚ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ରେକର୍ଡକୁ ପଛରେ ପକାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking