35.1 C
Bhubaneswar
Monday, May 5, 2025
Homeଦେଶ ବିଦେଶଭାରତ କାହାକୁ ଛାଡିବନି: ଯୋଗୀ

ଭାରତ କାହାକୁ ଛାଡିବନି: ଯୋଗୀ

ନୂଆଦିଲ୍ଲୀ: ପହଲଗାମ ହମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଂ ବଡ ବୟାନ ଦେିଛନ୍ତି । କହିଛନ୍ତି, ଆମକୁ ହଇରାଣ କଲେ ଛଡାଯିବନି । ୟେ ନୂଆ ଭାରତ , କାହାରିକୁ ଛାଡିବନି । ସଭ୍ୟ ସମାଜରେ ଆତଙ୍କବାଦର ସ୍ଥାନ  ନାହିଁ । ଆତଙ୍କବାଦ  ବିରୋଧରେ  ଜିରୋ ଟଲେରାନ୍ସ ନୀତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking