23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ: ଅମିତ ଶାହ

ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ: ଅମିତ ଶାହ

ନୂଆଦିଲ୍ଲୀ: ପହଲାଗାମ ହମଲାକୁ  ନେଇ ଅମିତ ଶାହ ବୟାନ ଦେଇଛନ୍ତି । କହିଛନ୍ତି ,ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ । ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡାଯିବନି । ସୂଚନା ଥାଉକି,  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅମିତ ଶାହ ସେହି ସ୍ଥାନକୁ ମଧ୍ୟ ଯାଇଥିଲେ ଯେଉଁଠାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆପଣଙ୍କୁ କହିରଖୁଛୁ ଯେ ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା କୁହାଯାଉଛି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଛି। ଆପଣଙ୍କୁ କହି ରଖୁଛୁ ଯେ ପହଲଗାମ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆକ୍ସନ ମୋଡରେ ଅଛନ୍ତି। ଏହି ଆକ୍ରମଣର ଖବର ପାଇବା ମାତ୍ରେ ସେ ତାଙ୍କର ସାଉଦି ଆରବ ଗସ୍ତ ମଝିରେ ଛାଡି ଘରକୁ ଫେରି ଆସିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking