18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶବ୍ୟାଟିଂ କରିବ ଭାରତ

ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ଲିଡ୍ସର ହେଡିଙ୍ଗଲିରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଟସ୍ ହୋଇଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବା ଟିମ ଇଣ୍ଡିଆ ।  ସାଇ ସୁଦର୍ଶନଙ୍କୁ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଅଧିନାୟକ ଶୁଭମନ ଗିଲ୍ ସ୍ପଷ୍ଟ କରିଛନ୍ତି ଯେ ସେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବେ। ଟିମ୍ ଇଣ୍ଡିଆ ଚାରି ଜଣ ଦ୍ରୁତ ବୋଲର ମଧ୍ୟ ରହିଛନ୍ତି । ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଏହା ବ୍ୟତୀତ ଜସପ୍ରୀତ ବୁମରା  , ପ୍ରସିଦ୍ଧ କୃଷ୍ଣ ଏବଂ ମହମ୍ମଦ ସିରାଜ ଅଛନ୍ତି। କରୁଣ ନାୟାରଙ୍କୁ ମଧ୍ୟ ସୁଯୋଗ ମିଳିଛି। କରୁଣ ନାୟାର 8 ବର୍ଷ ପରେ ଟେଷ୍ଟ ଦଳକୁ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking