31.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଜୁନ ୨୬, ୨୮ରେ ଆୟର୍ଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଖେଳିବ ଭାରତ

ଜୁନ ୨୬, ୨୮ରେ ଆୟର୍ଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଖେଳିବ ଭାରତ

ନୂଆଦିଲ୍ଲୀ : ଭାରତର ଆୟର୍ଲାଣ୍ଡ ଗସ୍ତସୂଚୀ ଚୂଡ଼ାନ୍ତ ହୋଇଛି। ଭାରତ ଜୁନ ୨୬ ଓ ୨୮ ତାରିଖରେ ବେଲଫାଷ୍ଟ୍‌ଠାରେ ଦୁଇଟି ଟ୍ବେଣ୍ଟି-୨୦ ଖେଳିବ ବୋଲି ବିସିସିଆଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଗତକାଲି ଆୟର୍ଲାଣ୍ଡ ବୋର୍ଡ ପକ୍ଷରୁ ବି ଏହି ଗସ୍ତ ସମ୍ପର୍କରେ ସୂଚନା ଦିଆଯାଇଥିଲେ ବି ଏହାର ତାରିଖ ଓ ଫର୍ମାଟ୍‌ ଚୂଡ଼ାନ୍ତ ହୋଇନଥିଲା। ୨୦୦୭ ପରେ ଏହା ବେଲ୍‌ଫାଷ୍ଟରେ ପ୍ରଥମ ଥର ପାଇଁ ଖେଳିବ ଭାରତୀୟ ଦଳ। ଏହା ପୂର୍ବରୁ ଭାରତ ୨୦୧୮, ୨୦୨୨ ଓ ୨୦୨୩ରେ ଆୟର୍ଲାଣ୍ଡ ଗସ୍ତ କରିଥିଲେ ବି କେବଳ ଡବ୍‌ଲିନରେ ମ୍ୟାଚ୍‌ ଖେଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking