ନୂଆଦିଲ୍ଲୀ: ପାକିସ୍ତାନ ସେନା ଉପରେ ଆକ୍ରମଣ କଲା ଟିଟିପି । ତେହରିକ- ଏ- ତାଲିବାନ ପକ୍ଷରୁ ଆକ୍ରମଣ କରିଛନ୍ତି । ଆକ୍ରମଣ ପରେ ସେନା ନେଇଗଲେ ଅସ୍ତ୍ରଶସ୍ତ୍ର । ଅନ୍ୟପଟେ ପାରାଦୀପ ବନ୍ଦରକୁ ହାଇ ଆଲର୍ଟ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ବଢାଇଲେ ବନ୍ଦର କର୍ତ୍ତୁପକ୍ଷ । ସୁରକ୍ଷା ବ୍ୟବସ୍ଥା ୨ ନମ୍ବରକୁ ବୃଦ୍ଧି କରାଯାଇଛି ।