25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶପାକ୍‌ର ଆକ୍ରମଣ ଯୋଜନା ପଣ୍ଡ କଲା ଭାରତ

ପାକ୍‌ର ଆକ୍ରମଣ ଯୋଜନା ପଣ୍ଡ କଲା ଭାରତ

ନୂଆଦିଲ୍ଲୀ: ଭାରତ ଉପରେ ପାକର ଆକ୍ରମଣ ପ୍ରୟାସ । ଡ୍ରୋନ୍ ଓ ମିସାଇଲ ଖସାଇଲା ଭାରତ । ପାକର ଆକ୍ରମଣକୁ ପଣ୍ଡ କଲା ଭାରତ । ଏନେଇ ଭାରତୀୟ ସେନା ପକ୍ଷରୁ ବଡ ସୂଚନା । ରାତିରେ ପାକ ପକ୍ଷରୁ ଆକ୍ରମଣ ପ୍ରୟାସ । ୧୫ଟି ସହର ଉପରେ ଆକ୍ରମଣ ଉଦ୍ୟମ କରିଥିଲା ପାକିସ୍ତାନ । ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଛି ସେନା । ଅବନ୍ତିପୋରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଲୁଧିଆନାରେ ହମଲା ଉଦ୍ୟମ କରାଯାଇଥିଲା । ଚଣ୍ଡିଗଡ, ଭୁଜ, କପୁରଥଲାରେ ହମଲା ପ୍ରୟାସ କରାଯାଇଥିଲା । ନାଲ ଓ ଉତ୍ତରଲାଇରେ ଆକ୍ରମଣ ଉଦ୍ୟମ ହୋଇଥିଲା । ପାକର ଏହି ସମସ୍ତ ଆକ୍ରମଣକୁ ପଣ୍ଡ କଲା ଭାରତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking