23.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶବିଗୁଡୁଛି ଭାରତ- କାନାଡା ସମ୍ପର୍କ

ବିଗୁଡୁଛି ଭାରତ- କାନାଡା ସମ୍ପର୍କ

ବ୍ୟୁରୋ  : ଦିନକୁ ଦିନ  ବିଗୁଡିଛି ଭାରତ – କାନାଡା ସଂପର୍କ । ନିଜର ହତ୍ୟା ମାମଲାକୁ ନେଇ  ଉଭୟ ଦେଶ ମଧ୍ୟରେ ବିବାଦ ବଢୁଛି ।  ଗୋଟିଏ ପରେ ଗୋଟିଏ  ସଂଗୀନ ଅଭିଯୋଗ  ଆଣିବା ପରେ  କାନାଡାକୁ  ଶକ୍ତ ଜବାବ  ଦେଇଛି  ଭାରତ  । ଏପରିକି  କାନାଡା ରଷ୍ଟ୍ରଦୂତଙ୍କୁ  ସମନ ମଧ୍ୟ ଦେଇଛି ।  ଏହାର ଭିତରେ  ଭାରତ କାନାଡା ବିରୋଧରେ  ନୂଆ ଓ ସଂଗୀନ ଅଭିଯୋଗ  ଆଣିଛି ।  ଭାରତୀୟ  ବୈଦେଶିକ ମନ୍ତ୍ରାଳୟ  କହିଛି  କାନାଡାରେ ଥିବା  ଭାରତୀୟ ରଷ୍ଟ୍ରଦୂତଙ୍କ  ଫୋନକୁ ଟ୍ୟାପିଂ କରାଯାଇଛି ।  ସେମାନଙ୍କ ଗତିବିଧିକୁ   ସନ୍ଦେହ ଦୃଷ୍ଟିରେ  ଦେଖାଯାଉଛି ।  ମାନସିକ ନିର୍ଯ୍ୟାତନା ଦେବା ଯୋଗୁଁ  ରଷ୍ଟ୍ରଦୂତମାନେ  ଭୟରେ ମାହୋଲରେ କାମ କରୁଛନ୍ତି । ଟୁଡ୍ରୋ ସରକାର  ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭୁଲ , ମିଛ ଏବଂ ପ୍ରାୟୋଜିତ  ଖବର ପ୍ରସାରଣ କରୁଥିବା କହି ଅଭିଯୋଗ  ଆଣିଛି ଭାରତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking