21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଏସିଆ କପ ପାଇଁ ଟିମ ଘୋଷଣା କଲା ଇଣ୍ଡିଆ

ଏସିଆ କପ ପାଇଁ ଟିମ ଘୋଷଣା କଲା ଇଣ୍ଡିଆ

ନୂଆଦିଲ୍ଲୀ: ଏସିଆ କପ ପାଇଁ BCCI ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି । । ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ହେବେ । ଶୁଭମନ ଗିଲଙ୍କୁ ଉପ- ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଦଳ ଘୋଷଣା କରାଯାଇଛି । ଦଳରେ ଶୁଭମନ ଗୀଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍ରା, ଅଭିଷେକ ଶର୍ମା , ତିଲକ ଭର୍ମା , ଶିବମ ଦୁବେ,ଆକ୍ସାର ପଟେଲ, ଜିତେଶ ଶର୍ମା, ବରୁଣ ଚକ୍ରୁବ, ହର୍ଶିତ ରାଣା ଏବଂ ରିଙ୍କୁ ସିଂ ସାମିଲ ଅଛନ୍ତି । ଜସପ୍ରୀତ ବୁମରା  ଏସିଆ କପରେ ଟିମ୍ ଇଣ୍ଡିଆର ମୁଖ୍ୟ ବୋଲର ଭୂମିକା ନିର୍ବାହ କରିବେ। ଧଳା ବଲ୍ ଫର୍ମାଟରେ ନିରନ୍ତର ଚମତ୍କାର ପ୍ରଦର୍ଶନ କରୁଥିବା ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ମିଳିନାହିଁ ଏବଂ ମହମ୍ମଦ ସିରାଜଙ୍କୁ ମଧ୍ୟ ବାଦ୍ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking