28.1 C
Bhubaneswar
Monday, March 30, 2026
Homeଦେଶ ବିଦେଶ୧୮୦ରେ ଭାରତ ଅଲଆଉଟ

୧୮୦ରେ ଭାରତ ଅଲଆଉଟ

ନୂଆଦିଲ୍ଲୀ : ଆଡିଲେଡରେ ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିଛି । ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପଯ୍ୟୟ ଦେଖାଦେଇଛି । ୧୮୦ ରନରେ ଟିମ ଇଣ୍ଡିଆ ଅଲ ଆଉଟ ହୋଇଛନ୍ତି । ନୀତୀଶ ରେଡ୍ଡିଙ୍କ ସର୍ୱାଧିକ ୪୨ ରନ ହୋଇଛି । ଦୁଇ ଅଙ୍କ ଛୁଇଁପାରିଲେନି ୫ ଖେଳାଳି । ମିଚେଲ ଷ୍ଟାର୍କଙ୍କୁ ସର୍ୱାଧିକ ୬ ଫ୍ୱିକେଟ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking