25.1 C
Bhubaneswar
Saturday, January 18, 2025
Homeଓଡିଶାଆୟକରଦାତା ନେଉଥିଲେ ରାସନକାର୍ଡ : ମନ୍ତ୍ରୀ

ଆୟକରଦାତା ନେଉଥିଲେ ରାସନକାର୍ଡ : ମନ୍ତ୍ରୀ

ଭୁବନେଶ୍ୱର : ରାସନକାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ରଖିଛନ୍ତି । କହିଛନ୍ତି ଆୟକରଦାତା  ନେଉଥିଲେ ରାସନ କାର୍ଡ । ବିଭାଗ ପାଖରେ ତଥ୍ୟ ପହଂଚିବା ପରେ  ତନାଘନା ଚାଲିଛି । ଆୟକରଦାତାଙ୍କୁ  ରାସନ କାର୍ଡରୁ ବାଦ ଦେବା ପାଇଁ  ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ୱ ସରକାର ସମୟରେ  ଆୟକରଦାତା ପାଇଥିଲେ ରାସନକାର୍ଡ । କେତେ ପାଇଛନ୍ତି ତାହାକୁ ନେଇ  ଅନୁଧ୍ୟାନ  ଚାଲିଛି କହିଛନ୍ତି ମନ୍ତ୍ରୀ । ପୂରା ତଥ୍ୟ ଆସିବା ପରେ ସେମାନଙ୍କୁ ବାଦ ଦିଆଯିବ । ପ୍ରାୟ ୪ ଲକ୍ଷ ହିତାଧିକାରୀ  ପାଇଥିଲେ ରାସନକାର୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking