25.1 C
Bhubaneswar
Monday, December 8, 2025
Homeଓଡିଶାସ୍କୁଲରେ ଅଙ୍ଗନବାଡି ସାମିଲ ସମ୍ଭବ ନୁହେଁ: ମନ୍ତ୍ରୀ

ସ୍କୁଲରେ ଅଙ୍ଗନବାଡି ସାମିଲ ସମ୍ଭବ ନୁହେଁ: ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲରେ ଅଙ୍ଗନବାଡି  ସାମିଲ ନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଖିଛନ୍ତି । କହିଛନ୍ତି, ଶିଶୁ ବାଟିକା ୩କୁ ସ୍କୁଲରେ ସାମିଲ କରାଯାଇଛି । ଏବେ ବି ଶିଶୁବାଟିକା ୧ ଓ ୨ ଅଙ୍ଗନବାଡି କେନ୍ଦ୍ରରେ ଅଛି । ବର୍ତ୍ତମାନ ସବୁ ଅଙ୍ଗନବାଡି ବନ୍ଦ କରି ସାମିଲ ସମ୍ଭବ ନୁହେଁ । ୪୫ ହଜାର ସ୍କୁଲରେ ଶିଶୁବାଟିକା ୩ ଖୋଲାଯାଇଛି । ପରବର୍ତ୍ତୀ ମୂହୁର୍ତ୍ତରେ ନିର୍ଦ୍ଦେଶ ଆସିଲେ ଶିଶୁବାଟିକା ୧ ଓ ୨ ସାମିଲ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking