ଗଞ୍ଜାମ: ଗଞ୍ଜାମ ସଡକ ଦୁର୍ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ୨ ବିଧାୟକ । କାହା ସ୍ୱାର୍ଥରେ ଡିପିଆର ପରିବର୍ତ୍ତନ ହୋଇଛି ତଦନ୍ତ ହେଉ କହିଲେ ସିଦ୍ଧାନ୍ତ ମହାପାତ୍ର । କଗ୍ରେସ ବିଧାୟକ ରମେଶ ଜେନା ସାଙ୍ଘାତିକ ଅଭିଯୋଗ କରିଛନ୍ତି । କହିଛନ୍ତି, ସୂର୍ଯ୍ୟ ପାତ୍ର ଓ ପୂର୍ବତନ ମେୟରଙ୍କ ଜାଗା ଯାଉଥିଲା ବୋଲି ଡିପିଆର ପରିବର୍ତ୍ତନ ହୋଇଛି । ଡିପିଆର ପରିବର୍ତ୍ତନ କରିଥିବା ଇଞ୍ଜିନିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।










