25.1 C
Bhubaneswar
Saturday, March 21, 2026
Homeଓଡିଶାବ୍ୟାସ ସରୋବର ଉପକଣ୍ଠରେ ବେନିୟମ ଭାବରେ ମହରମ ଉତ୍ତୋଳନ ପ୍ରଶାସନ ନୀରବ

ବ୍ୟାସ ସରୋବର ଉପକଣ୍ଠରେ ବେନିୟମ ଭାବରେ ମହରମ ଉତ୍ତୋଳନ ପ୍ରଶାସନ ନୀରବ

ଯାଜପୁର : ଯାଜପୁର ଜିଲ୍ଲା ର ପୁରାଣ ପ୍ରସିଦ୍ଧ ମାଳିକା ବଣ୍ଣିତ ବ୍ୟାସ ସରୋବର କୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ଭାଭାରେ ମାନ୍ୟତା ଦେଇ ଛନ୍ତି l ଏହି ପିଠ ର ବିକାସ ପାଇଁ 64କୋଟି ଟଙ୍କା ର ଅର୍ଥ ମଞ୍ଜୁର କରିଚନ୍ତି l ପର୍ଯ୍ୟଟନ ମାନଙ୍କୁ ଆକୃଷ୍ଟ କରିବା ପାଇଁ ନୌବିହାର ମିରିଗ ପାର୍କ ବନାନୀ କରଣ ମହାଭାରତ ର ବିଭିନ୍ନ ଘଟଣା ବଳି ବ୍ୟାସଦେବ ଓ ରଘୂଜୀ ଗୋସେଇ ଙ୍କ ମନ୍ଦିର ବିକାସ ଜଗନ୍ନାଥ ମନ୍ଦିର ର ମନ୍ଦିର ଓ ପାର୍କ ମାନ ନିର୍ମାଣ ଆରମ୍ଭ ହୋଇଛି l ଏବେ ଏହି ପୀଠ ର ଉପକଣ୍ଟ ରେ ମହାରମ୍ ମାଫିଆ ମାନେ ଦିବା ରାତ୍ର ରେ ବଡ଼ ବଡ଼ ମେସିନ ସାହାର୍ଯ୍ୟ ରେ ମହରମ ତାଡି ବଡ଼ ଗାଢ଼ ମାନ ସୃଷ୍ଟି କରୁଛନ୍ତି l ଏହି ମହରମ ରେଳ ବାଇ ଠିକାଦାର ଙ୍କୁ
ସପ୍ଲାଇ କରିଚନ୍ତି l ମହରମ ମାଫିଆ ମାନେ ଲକ୍ଷ ଲକ୍ଷ ଟଙ୍କା ଲାଭ ବାନ ହେଉଛନ୍ତି l କିନ୍ତୁ ସରକାର ଙ୍କ ରାଜସ୍ବ ହାନି ଘଟୁଛି l ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛନ୍ତି l ବ୍ୟାସ ନଗର ତହସିଲଦାର ଦୃଷ୍ଟି ଆକର୍ଷଣ କରିବା ରୁ ସେ କହିଲେ ରାଜସ୍ବ ବିଭାଗ ହାତ ରୁ ଲଘୁ ଖଣିଜ ଜାତ ଦ୍ରବ୍ୟ ଯଥା ମହାରମ କଳା ପଥର ବାଲି ପଥର ଧଳା ପଥର ପ୍ରଭୁତି ପଦାର୍ଥ ଲିଜି ଦେବା କାଢି ନେଇ ଏକା ନୂତନ ବିଭାଗ ସୃଷ୍ଟି କରିଚନ୍ତି l ଲଘୁ ଖଣିଜ ପଦାର୍ଥ ଜାତ ଦ୍ରବ୍ୟବିଭାଗ। ବିଭାଗ ସୃଷ୍ଟି ହୋଇଚି l ଏହି ବିଭାଗ କାର୍ଯ୍ୟଳୟ ପ୍ରତି ଜିଲ୍ଲା ର ସଦମହକୁମାର ଖୋଲା ଯାଇଚି l ଏହି ବିଭାଗ ରେ ଜଣେ ଡି ଡି ଏମ ନିଯୁକ୍ତି ପାଇ ଛନ୍ତି l ଏହି କାର୍ଯ୍ୟଳୟ ଟି ଯାଜପୁର ସଦମହକୁମାରେ ଅଛି l ତହସିଲ ଦାର ଙ୍କ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ଧରିବା ଓ ଲୀଜି ଦେବା ପାଇଁ କ୍ଷମତା ନାହିଁବୋଲି ବ୍ୟାସନଗର ତହସିଲ ଦାର୍ ସୁଚନା ଦେଇଛନ୍ତି ବ୍ୟାସ ସରୋବର ଗୋଟିଏ ପକ୍ଷେ ବିକାସ ର ପର୍ବ ଚାଲି ଥିଲା ବେଳେ ପିଠ ର ଉପକଣ୍ଠ ରେ ବିନାଶ ହେଉଛି l ଏହୀ ବିନାଶ ଅନ୍ୟ ପଟେ ମହରମ ମାଫିଆ ମାନେ ପିଠ କୁ ତାଡ଼ି ଅବକ୍ଷୟ କରିଚନ୍ତି l ଦୈନିକ ଶହ ଶହ ଟ୍ରକ ରେ ମହରମ ବୋଝେଇ ହୋଇ ଚlଲାନ ହେଉଚି l ଲଘୁ ଖଣିଜ ପଦାର୍ଥ ଜାତ ବିଭାଗ ହାତ ବାନ୍ଧି ବସିଛି ଓ ଜିଲ୍ଲା ପ୍ରଶାସନକଣ କରୁଚି କଣ ତାହା ପ୍ରଶ୍ନ ବାଛି ସୃଷ୍ଟି କରୁଚି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking