ନୂଆଦିଲ୍ଲୀ : ପାକିସ୍ତାନର ପୂର୍ୱତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ ହୋଇଛି । ତାଙ୍କ ପତ୍ନୀକୁ ମଧ୍ୟ ସାତ ବର୍ଷ ଜେଲ ଦଣ୍ଡ ହୋଇଛି । ଇମ୍ରାନ ଖାନଙ୍କୁ ୧୪ ବର୍ଷ ପାଇ ଜେଲ ଦଣ୍ଡ ହୋଇଛି । ଯାହା ଅଲ – କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ହୋଇଛି । ଏହି ଦୁର୍ନୀତି ମାମଲାରେ ସେ ଦୋଶୀ ସାବ୍ୟସ୍ତ ହୋଇଛନ୍ତି । କୋଟି କୋଟି ଟଙ୍କାର ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଇମ୍ରାନ ଖାନକୁ ହୋଇଛି ।