19.1 C
Bhubaneswar
Thursday, December 11, 2025
Homeଓଡିଶାନଭେମ୍ବର ୨୬ରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ନଭେମ୍ବର ୨୬ରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: ନଭେମ୍ବର ୨୬ରେ ଏମଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । କଳାଧନ ଉପରେ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । କଟକ ସ୍ଥିତ ଜଷ୍ଟିସ୍ ଅରିଜିତ ପସାୟତଙ୍କ ବାସଭବନରେ ଅନୁଷ୍ଠିତ ହେବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକ ୨୬ ନଭେମ୍ବର ସକାଳ ୧୧ଟାରେ ଏସଆଇଟି ଉପାଧ୍ୟକ୍ଷ ଅରିଜିତ ପସାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନେ ବୈଠକରେ ଯୋଗଦେବେ । ଅବୈଧ ସମ୍ପତ୍ତି ଏବଂ ସାଇବର ଅପରାଧର ତଦନ୍ତ ଏବଂ ନିୟନ୍ତ୍ରଣ ପାଇଁ ଗଠିତ ଏସଆଇଟି ଦଳ କଳାଧନ, ଅନଲାଇନ୍ ଆର୍ଥିକ ଠକେଇରେ ବୃଦ୍ଧି, ଡିଜିଟାଲ୍ ବିପଦ ଇତ୍ୟାଦି ଅନେକ ପ୍ରମୁଖ ବିଷୟ ଉପରେ ଆଲୋଚନା କରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking