23.1 C
Bhubaneswar
Saturday, October 19, 2024
Homeଓଡିଶାଗ୍ରାମାଞ୍ଚଳ ଶିକ୍ଷା ସୁଦୃଢକୁ ଗୁରୁତ୍ୱ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଗ୍ରାମାଞ୍ଚଳ ଶିକ୍ଷା ସୁଦୃଢକୁ ଗୁରୁତ୍ୱ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର : ରାଜ୍ୟରେ ନିଯୁକ୍ତି ପାଇବେ ୧୮ ହଜାର କନିଷ୍ଠ ଶିକ୍ଷର । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ପ୍ରାଥମିକ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ନିଯୁକ୍ତିକୁ ଗୁରୁତ୍ୱ ଦିଆଯିବ । ଯେଉଁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି ସେଠି ଶିକ୍ଷକ ପୋଷ୍ଟିଂ ହେବେ । ଯେଉଁଠି ଖାଲିପଡିଛି ଶିକ୍ଷକ ପଦବୀ ସେଠାରେ ନିଯୁକ୍ତି ହେବେ । ପିଲାଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବିଭାବ ଆଗ ଶିକ୍ଷକ ନିଯୁକ୍ତ କରିବ । ଡ୍ରପ ଆଉଟ୍ ସଂଖ୍ୟା ଏହା ଦ୍ୱାରା କମିବ । ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ପାଇଁ ପଦକ୍ଷେପ ନିଆଯାଉଛି ।

୨୧ରୁ ୩୧ ଯାଏଁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking