37.9 C
Bhubaneswar
Wednesday, March 26, 2025
Homeଓଡିଶାକମିବ ବର୍ଷାର ପ୍ରଭାବ: ୨୫ ପରେ ବଢ଼ିବ ତାତି

କମିବ ବର୍ଷାର ପ୍ରଭାବ: ୨୫ ପରେ ବଢ଼ିବ ତାତି

ଭୁବନେଶ୍ୱର: ଆଜିଠୁ କମିବ ବର୍ଷାର ପ୍ରଭାବ । ଆଉ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ବର୍ଷା ସମ୍ଭାବନା ରହିଛି ।  ବିଶେଷ କରି ଉପୂକଳ ଓଡ଼ିଶାରେ ଏହାର ପ୍ରଭାବ ରହିବ । ଆସନ୍ତା ୨୪ ଘଣ୍ଟାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି  ।  ବର୍ଷାକୁ ନେଇ ଖୋର୍ଦ୍ଧା, ପୁରୀ , ଜଗତସିଂହପୁର, ଢେଙ୍କାନାଳ ଓ ବାଲେଶ୍ବର ଓ ଅନୁଗୁଳ ଭଳି ୧୨ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ  ।  ସେହିଭଳି ଆସନ୍ତାକାଲି କଟକ , ଜଗତସିଂହପୁରରୁ ନେଇ ଯାଜପୁର ଓ ଭଦ୍ରକ  ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।  ତେବେ ୨୫ ପରେ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ଧୀରେ ଧୀରେ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking