29.1 C
Bhubaneswar
Wednesday, October 23, 2024
Homeଓଡିଶା୪ ଜିଲ୍ଲାରେ ପ୍ରଭାବ ବେଶୀ - ଆଇଏମଡି

୪ ଜିଲ୍ଲାରେ ପ୍ରଭାବ ବେଶୀ – ଆଇଏମଡି

ଭୁବନେଶ୍ୱର: ୪ ଜିଲ୍ଲାରେ ବାତ୍ୟାର ପ୍ରଭାବ ବେଶୀ ରହିବ ବୋଲି କହିଲେ ଆଇଏମଡି ଡିଜି । ଜଗତସିଂପୁର ,କେନ୍ଦ୍ରାପଡା , ବାଲେଶ୍ୱର , ଭଦ୍ରକରେ ବେଶୀ ପ୍ରଭାବ । ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା । ଅନ୍ୟ ପାଶ୍ୱବର୍ତ୍ତୀ ଜିଲା ପୁରୀ , ଖୋର୍ଦ୍ଧା , ଭୁବନେଶ୍ୱର , କଟକ। ମୟୁରଭଞ୍ଜ , କେନ୍ଦୁଝର , ଢେ଼ଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବା ନେଇ ସୂଚନା । ପାର୍ଶ୍ଵବର୍ତ୍ତି ଜିଲ୍ଲାରେ ବର୍ଷା ସହ ୬୦ ରୁ ୮୦ ବେଗରେ ପବନ ରହିବ । ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ , କେନ୍ଦ୍ରାପଡାର କିଛି ଅଂଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ । ବାତ୍ୟା ପ୍ରଭାବରେ ଧାମରା , ପାରାଦୀପରେ ବର୍ଷା ଆରମ୍ଭ । ଆକାଶରେ ଘୋଟିଆସୁଛି କଳା ହାଣ୍ଡିଆ ମେଘ । ପାରାଦୀପ , ଧାମରା , ରାଜନଗରେ ପ୍ରବଳ ବର୍ଷା । ଧାମରାରେ ବର୍ଷା ସହ ପବନ ଓ ପାରାଦୀପରେ ପରିବେଶ ମେଘାଚ୍ଛନ। କେନ୍ଦ୍ରାପଡା ଓ ରାଜନଗରେ ମଧ୍ୟ ବର୍ଷା ଆରମ୍ଭ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking