19.1 C
Bhubaneswar
Thursday, December 26, 2024
Homeଓଡିଶାବେଆଇନ ବିକ୍ରି ହୋଇଥିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ବେଆଇନ ବିକ୍ରି ହୋଇଥିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ ଭାବେ ବିକ୍ରି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ବୟାନ । ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । କ୍ରେତା, ବିକ୍ରେତା ଓ ସବ ରେଜିଷ୍ଟାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମି ବିକ୍ରୀକୁ ବରଦାସ୍ତ କରାଯିବନି। ବାସେଳା ସାହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ । ମନ୍ଦିର ପ୍ରଶାସନ ଯାହା ଦାଇତ୍ୱ ସେଇ ପ୍ରକ୍ରିୟା ଆରମ୍ଭ ହେବ। ଜବରଦଖଲ ଥିବା ଜମିକୁ ବିକ୍ରି କରିବାକୁ ଯୋଜନା । କର୍ପସ ଫଣ୍ଡ ସଂଗ୍ରହ ପାଇଁ ଯୋଜନା କରୁଛି ଆଇନ ବିଭାଗ । ଫଳରେ ୧ ରୁ ୧୦ ହଜାର କୋଟିର କର୍ପସ ଫଣ୍ଡ ଗଠନ ସମ୍ଭବ । ୨୦୦୩ ୟୁଏଲ ଅନୁଯାଇ ହେବ ସେଟଲମେଣ୍ଟ । ଏହି ପ୍ରକ୍ରିୟାରେ ଜଗନ୍ନାଥ ଜମି ମୁକ୍ତ ହୋଇପାରିବ । ପୁରୀ ଓ ଅନ୍ୟ ସହରରେ ଜମି ଜବରଦଖଲରେ ରଖିଛନ୍ତି । ସର୍ବନିମ୍ନ ପରିମାଣରେ ଜମି ରିହାତି ଦର ରେ ବିକ୍ରି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking