15.1 C
Bhubaneswar
Wednesday, December 10, 2025
Homeଓଡିଶାବେଆଇନ କାମକଲେ ବର୍ତ୍ତିବେନି: ରାଜସ୍ୱ ମନ୍ତ୍ରୀ

ବେଆଇନ କାମକଲେ ବର୍ତ୍ତିବେନି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଅଧିକାରୀଙ୍କୁ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କଡା ଚେତାବନୀ ଦେଇଛନ୍ତି ।  କହିଛନ୍ତି,  ବେଆଇନ କାମ କଲେ,  ଏ ସରାକରରେ ବର୍ତ୍ତିବେନି ।  ଅବସର ପରେ ବି ପ୍ରୋସିଡି ଆରମ୍ଭ ହୋଇଛି ।  ଆମେ ମାଲିକ ଭ୍ରାନ୍ତିରେ ରୁହନ୍ତୁ ନାହିଁ ଅଧିକାରୀ ,  ବଡ ଅଧିକାରୀ ନୁହେଁ ଭଲ ଅଧିକାରୀ ହୁଅନ୍ତୁ ।  ୧ ବର୍ଷରେ  ୩୦୦ରୁ  ଅଧିକ ହୋମ ରେଜଷ୍ଟ୍ରେସନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking