31.1 C
Bhubaneswar
Friday, February 6, 2026
Homeଓଡିଶା୧୮ ହଜାର ବୃତ୍ତି ପାଉଥିଲେ ମିଳିବନି ‘ସୁଭଦ୍ରା’

୧୮ ହଜାର ବୃତ୍ତି ପାଉଥିଲେ ମିଳିବନି ‘ସୁଭଦ୍ରା’

ଭୁବନେଶ୍ୱର: ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା । କେନ୍ଦ୍ର ଓ ରାଜ୍ୟଠାରୁ ୧୮ ହଜାରୁ ଉର୍ଦ୍ଧ୍ୱ ଆର୍ଥିକ ସହାୟତା ପାଉଥିଲେ ସୁଭଦ୍ରା ଟଙ୍କା ପାଇବା ପାଇଁ ଅଯୋଗ୍ୟ ହେବେ । ଏନେଇ ଉଚ୍ଚ ଶିକ୍ଷା ଓ ଏସସିଏସଟି ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗରୁ ଚିଠି ପଠାଯାଇଛି  ା ଏଭଳି ସହାୟତା ପାଉଥିବା ୨୧ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking