27.1 C
Bhubaneswar
Monday, May 5, 2025
Homeଓଡିଶାମରାମତି ହୋଇ ନ ଥିଲେ ଭୁଶୁଡି ପଡିଥାନ୍ତା: ମନ୍ତ୍ରୀ

ମରାମତି ହୋଇ ନ ଥିଲେ ଭୁଶୁଡି ପଡିଥାନ୍ତା: ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାର ମରାମତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ ବୟାନ । କହିଲେ ରତ୍ନଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡି ପଡିଥାନ୍ତା । ରତ୍ନଭଣ୍ଡାରକୁ ଶହେରୁ ଦୁଇ ଶହ ବର୍ଷ ଠିକ୍ ରହିଲେ ଭଳି ମରାମତି ହେଉଛି । ଏଥିପାଇଁ ଏଏସ୍‌ଆଇକୁ କୌଣସି ପ୍ରକାରେ ବ୍ୟସ୍ତ କରାଯାଉ ନାହିଁ । ଯେହେତୁ ଏଏସ୍‌ଆଇକୁ କମ୍ ସମୟ ଦିଆଯାଉଛି, ମରାମତି ବିଳମ୍ବିତ ହେଉଛି । ସ୍ନାନ ଯାତ୍ରା ପୂର୍ବରୁ ମରାମତି ସାରିବାକୁ ଚେଷ୍ଟା କରୁଛୁ । ଏହି ସହିତ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ହୁଣ୍ଡି ସ୍ଥାନାନ୍ତରଣ ପରେ ଧାଡି ଦର୍ଶନ ବ୍ୟବସ୍ଥା ହେବ । ଧାଡି ଦର୍ଶନ ପାଇଁ ଯାହା ବ୍ୟବସ୍ଥା ଅଛି ତାହା ପ୍ରସ୍ତୁତ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking