25.1 C
Bhubaneswar
Monday, December 8, 2025
Homeଓଡିଶାଆଜି ତେଲ ନଆସିଲେ କାଲିଠୁ ସଂକଟ

ଆଜି ତେଲ ନଆସିଲେ କାଲିଠୁ ସଂକଟ

ଭୁବନେଶ୍ୱର: ଆଜି ସୁଦ୍ଧା ଅଧିକ ତେଲ ନଆସିଲେ ସଂକଟ ଦେଖାଦେଇପାରେ  ।  ପେଟ୍ରୋଲିୟମ ଡିଲର ସଂଘ ସମ୍ପାଦକ ସଞ୍ଜୟ ଲାଠ ପ୍ରତିକ୍ରିୟା ରଖିଛନ୍ତି , କହିଛନ୍ତି  ଏବେକା ସ୍ଥିତିରେ  ତେଲର ଅଭାବ ପରିଲକ୍ଷିତ ହୋଇନାହିଁ । ଆଜି ସୁଦ୍ଧା ତେଲ ନଆସିଲେ  ସଂକଟ ଦେଖାଦେଇପାରେ । କାଲି ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ପମ୍ପଗୁଡିକରୁ ତେଲ କମିଯିବ ।  ତେଣୁ କାଲିଠୁ ରାଜ୍ୟରେ ତେଲ ସଂକଟ ଉପୁଜିପାରେ ।  ଆଜି ଡ୍ରାଇଭର ସଂଘର ଦାବି ପୂରଣ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking