14.1 C
Bhubaneswar
Monday, December 8, 2025
Homeଓଡିଶାସେତେବେଳେ ଚିତ୍କାର କରିଥିଲେ ବଞ୍ଚିଥାନ୍ତା: ଏଫଏମ ଛାତ୍ରୀ

ସେତେବେଳେ ଚିତ୍କାର କରିଥିଲେ ବଞ୍ଚିଥାନ୍ତା: ଏଫଏମ ଛାତ୍ରୀ

ବାଲେଶ୍ୱର: ବାଲେଶ୍ୱର  ମୃତ ଏଫଏମ ଛାତ୍ରୀଙ୍କ ସାଙ୍ଗ ଚାଞ୍ଚଲ୍ୟକର ଖୁଲାସା କରିଛି ।  ଏହି ଘଟଣାରେ କେବଳ ପ୍ରିନ୍ସିପାଲ , ଏଚଓଡିଙ୍କ ଦୋଷ କହିବା ଠିକ ହେଉନି ।  ଆଜି ଯେଉଁ ବିରୋଧୀ ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି, ସେତେବେଳେ କଲେନି ।  ସେତେବେଳେ ରାଜନୂତିକ ମୁଦ୍ଦା ନ ବନାଇ ଲଢିଥାନ୍ତେ  ସେ ବଞ୍ଚି ଯାଇଥାନ୍ତା ।  ଆଜି ଯେଉଁ ପିଲା ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି, ସେତେବେଳେ ବିରୋଧ କରୁଥିଲେ ।  ସୋସିଆଲ ମିଡିଆରେ ତା ନାଁରେ ଖରାପ କମେଣ୍ଟ  କରୁଥିଲେ । ଯେତେବେଳେ କିଛି ଉପାୟ ନପାଇଲା ନିଜକୁ ଢାଳି ଦେଇଛି । ଆଜି କେବଳ  ସେ ଜଳିନି, ତା ସାଙ୍ଗରେ ଆମେ ସମସ୍ତେ ଜଳୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking